ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା କେବେ ସମାପ୍ତ ହୁଏ ନାହିଁ
ಉದಾಹರಣೆ : ପ୍ରକୃତି ଈଶ୍ୱରଙ୍କର ଅନନ୍ତ ବିସ୍ତାର
ಸಮಾನಾರ್ಥಕ : ଅନନ୍ତ, ଅନ୍ତହୀନ, ଅସମାପ୍ତ, ଶେଷହୀନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो कभी समाप्त न हो।
Having no limits or boundaries in time or space or extent or magnitude.
ಅರ್ಥ : ଯାହା ଗଣାଯାଇପାରେ ନାହିଁ
ಉದಾಹರಣೆ : ଆଜି ସଭାରେ ଅସଂଖ୍ୟ ବ୍ୟକ୍ତି ଯୋଗ ଦେଇଥିଲେ
ಸಮಾನಾರ್ಥಕ : ଅଗଣନ, ଅଗଣନୀୟ, ଅଗଣିତ, ଅସଂଖ୍ୟ, ବେସୁମାରୀ
जिसे गिना न जा सके।
Too numerous to be counted.
ಸ್ಥಾಪನೆ