ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା ଠିକ୍ ନୁହେଁ
ಉದಾಹರಣೆ : ଅଶୁଦ୍ଧ ବାକ୍ୟକୁ ଶୁଦ୍ଧ କରି ଲେଖ
ಸಮಾನಾರ್ಥಕ : ଭୁଲ୍
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो सही न हो।
ಅರ್ಥ : ଯାହାର ଶୋଧନ କରାଯାଇନାହିଁ
ಉದಾಹರಣೆ : ଅଶୋଧିତ ଜଳ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ
ಸಮಾನಾರ್ಥಕ : ଅପରିଶୋଧିତ, ଅଶୋଧିତ, ଅସଂଶୋଧିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसका शोधन न किया गया हो।
Not refined or processed.
ಅರ್ಥ : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
ಉದಾಹರಣೆ : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
ಸಮಾನಾರ್ಥಕ : ଅପବିତ୍ର, ଅଶୌଚ, ଅସୂଚି, ଦୂଷିତ
जो धर्मानुसार पवित्र न हो।
Not holy because unconsecrated or impure or defiled.
ಅರ್ಥ : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
ಉದಾಹರಣೆ : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
ಸಮಾನಾರ್ಥಕ : ଅପବିତ୍ର, ଅଶୁଚି, ଅଶୌଚ
ಅರ್ಥ : ଯାହା ମିଶାମିଶି ବା ପରିଶୁଦ୍ଧ ନୁହେଁ ବା ଯେଉଁଥିରେ ଦୋଷ ଅଛି
ಉದಾಹರಣೆ : ଏହା ଅପମିଶ୍ରିତ ଘିଅ
ಸಮಾನಾರ್ಥಕ : ଅପମିଶ୍ରିତ, ଅବିଶୁଦ୍ଧ
जिसमें मिलावट हो या जो परिशुद्ध न हो या जिसमें खोट हो।
ಸ್ಥಾಪನೆ