ಅರ್ಥ : ଯାହାର ବୁଦ୍ଧି ନାହିଁ ବା ବହୁତ କମ୍ ବୁଦ୍ଧି ଅଛି
ಉದಾಹರಣೆ :
ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍ ନୁହେଁ
ಸಮಾನಾರ್ಥಕ : ଅବୋଧ, ପାମର, ମୂର୍ଖ, ମୂଢ଼
ಇತರ ಭಾಷೆಗಳಿಗೆ ಅನುವಾದ :
जिसे बुद्धि न हो या बहुत कम हो या जो मूर्खतापूर्ण आचरण करता हो।
मूर्ख लोगों से बहस नहीं करनी चाहिए।ಅರ್ಥ : କମ୍ ବା ଅଳ୍ପ ବୁଝିବା ଲୋକ
ಉದಾಹರಣೆ :
ସ୍ବଳ୍ପଜ୍ଞ ବିଦ୍ୟାର୍ଥୀମାନଙ୍କୁ ପଢାଇବା ନିମନ୍ତେ ଶିକ୍ଷକମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ
ಸಮಾನಾರ್ಥಕ : ଅଳ୍ପଜ୍ଞ, ସ୍ବଳ୍ପଜ୍ଞ
ಇತರ ಭಾಷೆಗಳಿಗೆ ಅನುವಾದ :
कम या थोड़ी समझ वाला।
अल्पज्ञ विद्यार्थियों को पढ़ाने के लिए शिक्षकों को अधिक मेहनत करनी चाहिए।