ಅರ್ಥ : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଖରାଦିନେ ପାଣି ଅଭାବ ହୁଏ
ಸಮಾನಾರ್ಥಕ : ଅଭାବ, ଅସୁଲଭ, କମ୍, ଦୁର୍ଲ୍ଲଭ
ಇತರ ಭಾಷೆಗಳಿಗೆ ಅನುವಾದ :
The state of needing something that is absent or unavailable.
There is a serious lack of insight into the problem.ಅರ್ಥ : ଯାହା ପ୍ରାପ୍ତ ହୋଇନାହିଁ
ಉದಾಹರಣೆ :
ପରିଶ୍ରମୀ ବ୍ୟକ୍ତି ନିମନ୍ତେ ଦୁନିଆରେ କିଛି ବି ଅପ୍ରାପ୍ତ ନୁହେଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଉପଲବ୍ଧ ନୁହେଁ
ಉದಾಹರಣೆ :
ବେଳେ ବେଳେ ପିଲାମାନେ ଅନୁପଲବ୍ଧ ବସ୍ତୁ ମାଗି ଦିଅନ୍ତି
ಸಮಾನಾರ್ಥಕ : ଅନୁପଲବ୍ଧ, ଅପ୍ରାପ୍ୟ, ଅମିଳ
ಇತರ ಭಾಷೆಗಳಿಗೆ ಅನುವಾದ :
Not available or accessible or at hand.
Fresh milk was unavailable during the emergency.ಅರ್ಥ : ଯାହାର ମୂଲ୍ୟ କରିହୁଏ ନୁହେଁ
ಉದಾಹರಣೆ :
ମହାପୁରୁଷଙ୍କ ବାଣୀ ଅମୂଲ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :