ಅರ್ಥ : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
ಉದಾಹರಣೆ :
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
ಸಮಾನಾರ್ಥಕ : ଆପଦ, କଷ୍ଟ, ବିପଦ, ସଂକଟ, ସମସ୍ୟା
ಇತರ ಭಾಷೆಗಳಿಗೆ ಅನುವಾದ :
किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।
संकट में दिमाग काम करना बंद कर देता है।An unstable situation of extreme danger or difficulty.
They went bankrupt during the economic crisis.ಅರ್ಥ : ଅନିଷ୍ଟଗ୍ରହମାନଙ୍କ ଯୋଗ
ಉದಾಹರಣೆ :
ଫଳିତ ଜ୍ୟୋତିଷ ଅନୁସାରେ ଅରିଷ୍ଟଯୋଗ ଅନିଷ୍ଟକାରକ
ಸಮಾನಾರ್ಥಕ : ଅରିଷ୍ଟଯୋଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜଣେ ଦୈତ୍ୟ
ಉದಾಹರಣೆ :
ଅରିଷ୍ଟ ଦୈତ୍ୟରାଜ ବଳୀର ପୁଅ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ବହୁବର୍ଷୀୟ, ଆରୋହୀ, ଔଷଧୀୟ ଲତା ଯାହାର ପତ୍ର ପାନପତ୍ର ଭଳି
ಉದಾಹರಣೆ :
ଗୁଡ଼ୁଚୀଲତାର ଫୁଲ ପେନ୍ଥାପେନ୍ଥା ଓ ହଳଦିଆ ରଙ୍ଗର
ಸಮಾನಾರ್ಥಕ : ଗୁଳୁଚି, ଗୁଳୁଚିଲତା, ଗୁଡ଼ୁଚୀ, ଗୁଡ଼ୁଚୀଲତା
ಇತರ ಭಾಷೆಗಳಿಗೆ ಅನುವಾದ :
एक बहुवर्षी,आरोही, औषधीय बेल जिसके पत्ते पान के पत्ते के समान होते हैं।
गिलोय के पुष्प गुच्छों में और पीले रंग के होते हैं।A plant with a weak stem that derives support from climbing, twining, or creeping along a surface.
vineಅರ್ಥ : କଂସର ସହଯୋଗୀଥିବା ଜଣେ ଦୈତ୍ୟ
ಉದಾಹರಣೆ :
ବୃଷଭାସୁରକୁ କୃଷ୍ଣ ମାରିଥିଲେ
ಸಮಾನಾರ್ಥಕ : ଅରିଷ୍ଟାସୁର, ବୃଷଭ, ବୃଷଭାସୁର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଶ୍ୟପ ଋଷିଙ୍କ ପୁତ୍ର
ಉದಾಹರಣೆ :
ବିନିତାଙ୍କ ଗର୍ଭରୁ ଅରିଷ୍ଟନେମୀଙ୍କ ଜନ୍ମ ହୋଇଥିଲା
ಸಮಾನಾರ್ಥಕ : ଅରିଷ୍ଟଋଷି, ଅରିଷ୍ଟନେମୀ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଯାହା ଶୁଭ ନୁହେଁ
ಉದಾಹರಣೆ :
ବିଲେଇ ରାସ୍ତା କାଟିଲେ ତାକୁ ଅଶୁଭ ବିଚାର କରାଯାଏ
ಸಮಾನಾರ್ಥಕ : ଅନିଷ୍ଟ, ଅମଙ୍ଗଳ, ଅଶୁଭ
ಇತರ ಭಾಷೆಗಳಿಗೆ ಅನುವಾದ :
Marked by or promising bad fortune.
Their business venture was doomed from the start.