ಅರ್ಥ : ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
ಉದಾಹರಣೆ :
ଆମେ କାହାରି ଅପମାନ କରିବା ଉଚିତ୍ ନୁହେଁ ଶ୍ୱଶୁରାଳୟରେ ତାଙ୍କର ବଡ଼ ଅସମ୍ମାନ ହେଲା
ಸಮಾನಾರ್ಥಕ : ଅନାଦାର, ଅବଜ୍ଞା, ଅମର୍ଯ୍ୟାଦା, ଅସମ୍ମାନ, ବେଖାତିର, ମର୍ଯ୍ୟାଦାହାନି
ಇತರ ಭಾಷೆಗಳಿಗೆ ಅನುವಾದ :
वह बात या कार्य जिससे किसी का मान या प्रतिष्ठा कम हो।
हमें किसी का अपमान नहीं करना चाहिए।ಅರ್ಥ : ଯେ ଆଦର ବା ସମ୍ମାନର ଯୋଗ୍ୟ ନୁହେଁ
ಉದಾಹರಣೆ :
ଲୋକ ଭୟରେ ଅନାଦରଣୀୟ ବ୍ୟକ୍ତିମାନଙ୍କୁ ମଧ୍ୟ ଆଦର କରନ୍ତି
ಸಮಾನಾರ್ಥಕ : ଅନାଦରଣୀୟ, ଅପୂଜନୀୟ, ଅପୂଜ୍ୟ, ଅମାନନୀୟ, ଅସମ୍ମାନନୀୟ
ಇತರ ಭಾಷೆಗಳಿಗೆ ಅನುವಾದ :
Unworthy of respect.
unrespectableಅರ್ಥ : ଯାହା ସ୍ୱୀକାର କରିବାପାଇଁ ଯୋଗ୍ୟ ନୁହେଁ
ಉದಾಹರಣೆ :
ଆପଣ ବାରମ୍ବାର ଅଗ୍ରାହ୍ୟ ଉପଦେଶ କ’ଣପାଇଁ ଦିଅନ୍ତି ?
ಸಮಾನಾರ್ಥಕ : ଅଗ୍ରହଣୀୟ, ଅଗ୍ରାହ୍ୟ, ଅସ୍ୱୀକାର୍ଯ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
जो लेने या स्वीकार करने के योग्य न हो।
आप बार-बार अस्वीकार्य सुझाव ही क्यों देते हैं।