ಅರ್ಥ : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
ಉದಾಹರಣೆ :
ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
ಸಮಾನಾರ್ಥಕ : ଅମର୍ତ୍ୟ, କାଳଜୟୀ, କାଳାତୀତ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ
ಇತರ ಭಾಷೆಗಳಿಗೆ ಅನುವಾದ :
Not subject to death.
immortalಅರ್ಥ : ଯାହା ଜର୍ଜର ବା ଜୀର୍ଣ୍ଣ ନୁହେଁ
ಉದಾಹರಣೆ :
ଏହି ଶରୀର କେବେବି ଅକ୍ଷୟ ନୁହେଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚେ
ಉದಾಹರಣೆ :
ଚିରଞ୍ଜୀବୀ ହେବା ନିମନ୍ତେ ସାଧୁ ଆଶୀର୍ବାଦ ଦେଲେ
ಸಮಾನಾರ್ಥಕ : ଆୟୁଷ୍ମାନ, ଚିରଜୀବୀ, ଚିରଞ୍ଜୀବୀ, ଚିରାୟୁ, ଦୀର୍ଘାୟୁ, ବୁଢ଼ାଟେ ହେଇଥା
ಇತರ ಭಾಷೆಗಳಿಗೆ ಅನುವಾದ :
Existing for a long time.
Hopes for a durable peace.ಅರ್ಥ : ଯାହାର କେବେ ନାଶ ହୁଏନାହିଁ
ಉದಾಹರಣೆ :
ଆତ୍ମା ଅମର
ಸಮಾನಾರ್ಥಕ : ଅକ୍ଷୁଣ୍ଣ, ଅକ୍ଷୟ, ଅବିନଶ୍ୱର, ଅବିନାଶୀ, ଶାଶ୍ୱତ
ಇತರ ಭಾಷೆಗಳಿಗೆ ಅನುವಾದ :
जिसका कभी नाश न हो या सदा बना रहनेवाला।
आत्मा अमर है।Not subject to death.
immortal