ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯିଏ ସହମତ ବା ରାଜି ନୁହେଁ
ಉದಾಹರಣೆ : ଏହି ପ୍ରସ୍ତାବରେ ଯେଉଁମାନେ ଅସମ୍ମତ ଦୟାକରି ନିଜ ହାତ ଟେକନ୍ତୁ
ಸಮಾನಾರ್ಥಕ : ଅରାଜି, ଅସମ୍ମତ, ଅସହମତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो सहमत या राज़ी न हो।
Disagreeing, especially with a majority.
ಅರ್ಥ : ଯେ ମତୁଆଲା ନୁହେଁ
ಉದಾಹರಣೆ : ଅମତ ହାତୀ ସମସ୍ତଙ୍କ ଅଭିବାଦନ କଲା
ಸಮಾನಾರ್ಥಕ : ଅମତୁଆଲା, ମତରହିତ
जो मतवाला न हो।
Completely lacking in playfulness.
ಅರ್ಥ : ଯାହା ଉପରେ କାହାର ସମାନ ମତ ନ ଥାଏ
ಉದಾಹರಣೆ : ବେଳେ ବେଳେ ଅସମ୍ମତ ପ୍ରସ୍ତାବ ବି ଗୃହୀତ ହୋଇଯାଏ
ಸಮಾನಾರ್ಥಕ : ଅସମ୍ମତ, ସମ୍ମତିହୀନ
जिस पर किसी की समान राय न हो।
Not agreeing with your tastes or expectations.
ಸ್ಥಾಪನೆ