ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅମଣିଷ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅମଣିଷ   ବିଶେଷ୍ୟ

ಅರ್ಥ : ମନୁଷ୍ୟଠାରୁ ଭିନ୍ନ ପ୍ରାଣୀ

ಉದಾಹರಣೆ : ପ୍ରକୃତିରେ ମନୁଷ୍ୟେତର ପ୍ରାଣୀଙ୍କ ସଂଖ୍ୟା ଅଧିକ

ಸಮಾನಾರ್ಥಕ : ଅମାନବ, ମନୁଷ୍ୟେତର ପ୍ରାଣୀ


ಇತರ ಭಾಷೆಗಳಿಗೆ ಅನುವಾದ :

मनुष्य से भिन्न प्राणी।

प्रकृति में अमानुषों की संख्या अधिक है।
अमनुष्य, अमानव, अमानुष, अमानुष्य

ಅರ್ಥ : କ୍ରୁର, ଅତ୍ୟାଚାରୀ ଏବଂ ପାପୀ ବ୍ୟକ୍ତି

ಉದಾಹರಣೆ : କିଛି ଅସୁର ମିଶି ନିର୍ଦ୍ଦୋଷ ଗ୍ରାମବାସୀମାନଙ୍କୁ ମୃତ୍ୟୁ ଘାଟକୁ ଠେଲି ଦେଲେ

ಸಮಾನಾರ್ಥಕ : ଅସୁର, ଦାନବ, ଦୈତ୍ୟ, ରାକ୍ଷସ


ಇತರ ಭಾಷೆಗಳಿಗೆ ಅನುವಾದ :

क्रूर,अत्याचारी और पापी व्यक्ति।

कुछ राक्षसों ने मिलकर निर्दोष गाँववासियों को मौत के घाट उतार दिया।
अमनुष्य, असुर, दानव, दैत्य, राक्षस

A cruel wicked and inhuman person.

demon, devil, fiend, monster, ogre

ଅମଣିଷ   ବିଶେଷଣ

ಅರ್ಥ : ମଣିଷର ସ୍ୱଭାବ, ପ୍ରକୃତି ବା ଆଚରଣର ବିରୁଦ୍ଧ ବା ପଶୁମାନଙ୍କ ଭଳି

ಉದಾಹರಣೆ : ଅମାନବୀୟ ପ୍ରକୃତିଗୁଡ଼ିକୁ କଦାପି ପ୍ରଶ୍ରୟ ଦେବା ଉଚିତ ନୁହେଁ କାହାରିସହ ମଧ୍ୟ ଅମାନବୀୟ ବ୍ୟବହାର କରନ୍ତୁ ନାହିଁ

ಸಮಾನಾರ್ಥಕ : ଅମାନବୀୟ, ଅମାନୁଷିକ, ପଶୁବତ୍, ପାଶବିକ


ಇತರ ಭಾಷೆಗಳಿಗೆ ಅನುವಾದ :

मनुष्य के स्वभाव,प्रकृति या आचरण के विरुद्ध या पशुओं का सा।

अमानवीय प्रवृत्तियों को कभी पनपने नहीं देना चाहिए।
किसी के भी साथ अमानवीय व्यवहार न करें।
अपौरुषेय, अमनुष्य, अमानवी, अमानवीय, अमानुष, अमानुषिक, अमानुषी, अमानुषीय, अमानुष्य, पशुवत, पाशव, पाशविक, हैवानी