ಅರ್ಥ : ଛିଦ୍ରଯୁକ୍ତ ପାତ୍ରଦ୍ୱାରା ଶିବଲିଙ୍ଗ ଉପରେ ପାଣି,ଦୁଧ ଆଦି ଟପ ଟପ କରି ପକାଇବା ପ୍ରକ୍ରିୟା
ಉದಾಹರಣೆ :
ଶ୍ରଦ୍ଧାଳୁ ଅଭିଷେକପାଇଁ ପାତ୍ରରେ ଜଳ ଭରି ଆଣିଲେ
ಸಮಾನಾರ್ಥಕ : ଅଭିସେଚନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶାନ୍ତି ବା ମଙ୍ଗଳପାଇଁ ମନ୍ତ୍ରପଢ଼ି କୁଶ ତଥା ଦୂବରେ ଜଳ ଛିଞ୍ଚିବାର ପ୍ରକ୍ରିୟା
ಉದಾಹರಣೆ :
ପୂଜାରୀ ଶିବଲିଙ୍ଗକୁ ଅଭିଷେକ କରୁଛନ୍ତି
ಸಮಾನಾರ್ಥಕ : ଅଭିସେଚନ
ಇತರ ಭಾಷೆಗಳಿಗೆ ಅನುವಾದ :
शांति या मंगल के निमित्त मंत्र पढ़कर कुश तथा दूब से जल छिड़कने की क्रिया।
पुजारी शिवलिंग का अभिषेक कर रहे हैं।The ritual washing of a priest's hands or of sacred vessels.
ablutionಅರ್ಥ : ରାଜସିଂହାସନ କିମ୍ବା ଗାଦିରେ ଆସୀନ ହେବା ସମୟରେ କରାଯାଉଥିବା କୃତ୍ୟ
ಉದಾಹರಣೆ :
ରାଜାଭିଷେକ ପୂର୍ବରୁ ରାମଙ୍କୁ ବନବାସ ଯିବାକୁ ପଡ଼ିଲା
ಸಮಾನಾರ್ಥಕ : ରାଜାଭିଷେକ, ରାଜ୍ୟାଭିଷେକ
ಇತರ ಭಾಷೆಗಳಿಗೆ ಅನುವಾದ :
The ceremony of installing a new monarch.
coronation, enthronement, enthronisation, enthronization, investiture