ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ମନ୍ତ୍ରଦ୍ୱାରା ଧଳା ସୋରିଷପିଙ୍ଗି ରାକ୍ଷସମାନଙ୍କଠାରୁ ରକ୍ଷା
ಉದಾಹರಣೆ : ଋଷିମାନେ ଯଜ୍ଞଆଦିର ଅଭିରକ୍ଷଣ କରୁଥିଲେ
ಸಮಾನಾರ್ಥಕ : ଅଭିରକ୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
सफेद सरसों फेंककर मंत्रों द्वारा राक्षसों से रक्षा।
ಅರ್ಥ : କୌଣସି ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ବା କୌଣସି ବ୍ୟକ୍ତିକୁ ପଳାୟନ କରିବା ଆଦିରୁ ରୋକିବାପାଇଁ ନିଜ ଅଧିକାର ବା ସୁରକ୍ଷାରେ ନେଇ ରଖିବା ପ୍ରକ୍ରିୟା ବା ଭାବ
ಉದಾಹರಣೆ : ଭରତ ଶାହଙ୍କୁ ତିନି ମାସ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖା ଯାଇଥିଲା
ಸಮಾನಾರ್ಥಕ : ଜିମା, ନିରାପତ୍ତା, ହେପାଜତ
किसी संपत्ति को रक्षित रखने के लिए अथवा किसी व्यक्ति को भागने आदि से रोकने के लिए अपने अधिकार या रक्षा में लेकर रखने की क्रिया या भाव।
ಸ್ಥಾಪನೆ