ಅರ್ಥ : ଅଭିଯୋଗ କରିବା କାର୍ଯ୍ୟ
ಉದಾಹರಣೆ :
ସେ ବହୁତ ଭାବିଚିନ୍ତି ଅଭିଯୋଗର ଯୋଜନା କରିଛି
ಸಮಾನಾರ್ಥಕ : ଅଭିଯୋଜନା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କ୍ଷତି ନିବାରଣ ବା କ୍ଷତିପୂରଣପାଇଁ ବିଚାରାଳୟରେ କରାଯାଇଥିବା ପ୍ରାର୍ଥନା
ಉದಾಹರಣೆ :
ଯାଞ୍ଚ ପରେ ଏହି ଖବର ମିଳିଲା ଯେ ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ପୂରାପୂରି ମିଛ
ಇತರ ಭಾಷೆಗಳಿಗೆ ಅನುವಾದ :
The lawyers acting for the state to put the case against the defendant.
prosecutionಅರ್ಥ : କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା
ಉದಾಹರಣೆ :
ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା
ಇತರ ಭಾಷೆಗಳಿಗೆ ಅನುವಾದ :
किसी के व्यवहार,कार्य आदि से दुखी होकर उससे या उसके किसी संबंधित से उत्पन्न दुख कहने की क्रिया।
उसकी झूठी शिकायत से मुझे डाँट खानी पड़ी।An expression of grievance or resentment.
complaintಅರ್ಥ : କେହି ଜଣେ ଅନୁଚିତ, ଦଣ୍ଡନୀୟ ବା ନିୟମ ବିରୁଦ୍ଧ କାର୍ଯ୍ୟ କରିଛି ବୋଲି କହିବା
ಉದಾಹರಣೆ :
ଭ୍ରଷ୍ଟାଚାର ଆରୋପରେ ତାକୁ ନିଲମ୍ବିତ କରାଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
Statements affirming or denying certain matters of fact that you are prepared to prove.
allegation, allegement