ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଶୃଙ୍ଗାର ରସରେ ଏକ ବିଶେଷ ଅବସ୍ଥା
ಉದಾಹರಣೆ : ନାଟକରେ ନାୟକ ନାୟିକାର ଅଭିମାନ ଦେଖି ପ୍ରସନ୍ନ ହୋଇଗଲା
ಸಮಾನಾರ್ಥಕ : ମାନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
शृंगार रस में एक विशेष अवस्था।
A feeling of self-respect and personal worth.
ಅರ್ಥ : କୌଣସି ବସ୍ତୁ ବା କଥା ସମ୍ପର୍କରେ ମନରେ ଉଠୁଥିବା ଏହି ଭାବ ଯାହାଦ୍ୱାରା ମହତ୍ତ୍ୱ ପ୍ରାପ୍ତି ହୁଏ ବା ଗର୍ବ କରାଯାଏ
ಉದಾಹರಣೆ : ସବୁବେଳେ ଗର୍ବରେ ଛାତି ଫୁଲେଇ ଚାଲୁଥିବା ସାହୁକାରକୁ ଆଜି ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଲା ଆମେ ଆଜି ଆମ ଦେଶକୁ ନେଇ ଗର୍ବ କରୁଛୁ
ಸಮಾನಾರ್ಥಕ : ଗର୍ବ
किसी वस्तु या बात के बारे में मन में उठनेवाला वह भाव जिसके कारण महत्व प्राप्त हो या अभिमान किया जा सके।
Satisfaction with your (or another's) achievements.
ಸ್ಥಾಪನೆ