ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅଭିଦେଶ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅଭିଦେଶ   ବିଶେଷ୍ୟ

ಅರ್ಥ : କୌଣସି ପୂର୍ବ ଘଟଣା, ଉଲ୍ଲେଖ ଆଦିର ଯେଉଁ ଚର୍ଚ୍ଚା ସାକ୍ଷୀ,ସଙ୍କେତ,ପ୍ରମାଣ ଆଦି ସହିତ କରାଯାଇଛି

ಉದಾಹರಣೆ : ସେ କିଛି ଅଭିନିର୍ଦ୍ଦେଶଦ୍ୱାରା ତାଙ୍କ କଥାର ସମର୍ଥନ କଲେ

ಸಮಾನಾರ್ಥಕ : ଅଭିନିର୍ଦ୍ଦେଶ


ಇತರ ಭಾಷೆಗಳಿಗೆ ಅನುವಾದ :

किसी पूर्व घटना, उल्लेख आदि की ऐसी चर्चा जो साक्षी, संकेत, प्रमाण आदि के रूप में की गई हो।

उन्होंने कुछ अभिदेशों द्वारा अपनी बातों की पुष्टि की।
अभिदेश, अभिनिर्देश

ಅರ್ಥ : କୌଣସି ବିଷୟରେ କାହାରି ମତ ବା ଆଦେଶ ନେବାପାଇଁ ସେହି ବିଷୟ ବା ସେହି ସମ୍ବନ୍ଧିତ କାଗଜପତ୍ର ତା ପାଖକୁ ପଠାଇବାର କ୍ରିୟା

ಉದಾಹರಣೆ : ମୋତେ ଏପର୍ଯ୍ୟନ୍ତ ଅଭିନିର୍ଦ୍ଦେଶ ମିଳିନାହିଁ

ಸಮಾನಾರ್ಥಕ : ଅଭିନିର୍ଦ୍ଦେଶ


ಇತರ ಭಾಷೆಗಳಿಗೆ ಅನುವಾದ :

किसी विषय में किसी का मत अथवा आदेश लेने के लिए वह विषय अथवा उससे संबंधित कागज-पत्र उसके पास भेजने की क्रिया।

मुझे अब तक अभिदेश प्राप्त नहीं हुआ है।
अभिदेश, अभिनिर्देश