ಅರ್ಥ : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
ಉದಾಹರಣೆ :
ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି ସଚିନ ଲାଗଲାଗ ଛକା ଲଗେଇଚାଲିଛି
ಸಮಾನಾರ್ಥಕ : ଅନବରତ, ଅବିରତ, ଅବିଶ୍ରାନ୍ତ, ଅହରହ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ
ಇತರ ಭಾಷೆಗಳಿಗೆ ಅನುವಾದ :
बिना विराम के या बिना रुके या बिना क्रम-भंग के।
दो घंटे से लगातार बारिश हो रही है।ಅರ್ಥ : ଯାହାର ଗତି ଅଛି ବା ଯେ ଚଳମାନ
ಉದಾಹರಣೆ :
ଯନ୍ତ୍ରଟି ଗତିଶୀଳ ଅବସ୍ଥାରେ ଅଛି ସମୟ ସବୁବେଳେ ଗତିଶୀଳ
ಸಮಾನಾರ್ಥಕ : ଗତିପୂର୍ଣ୍ଣ, ଗତିବାନ୍, ଗତିଶୀଳ, ଚଳଚଞ୍ଚଳ, ଚଳମାନ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନ ଅଟକି ନିରନ୍ତରଭାବେ ଆଗକୁ ବଢ଼ୁଥିବା ବା ଚାଲୁଥିବା
ಉದಾಹರಣೆ :
ଶ୍ରୀମତୀ ମଲ୍ଲିକ ଅନର୍ଗଳ ଭାଷଣ ଦିଅନ୍ତି
ಸಮಾನಾರ್ಥಕ : ଅନବରତ, ଅନର୍ଗଳ, ନିରନ୍ତର, ନିରବଚ୍ଛିନ
ಇತರ ಭಾಷೆಗಳಿಗೆ ಅನುವಾದ :
धारा के रूप में बिना रुके आगे बढ़ने या चलने वाला।
श्रीमती मल्लिक धारा प्रवाह भाषण देती हैं।