ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କିଛି ଏଭଳି କାର୍ଯ୍ୟ ବା କଥା ଯାହା ପ୍ରକୃତ ବା ସତ୍ୟ ନହେଲେ ମଧ୍ୟ ସତ୍ୟ ଓ ଠିକ୍ ବୋଲି ଜଣାପଡ଼େ
ಉದಾಹರಣೆ : ଆମେ ସାଂସାରିକ ମାୟାରେ ଫସି ଯାଇଛୁ ସଂସାରର ମାୟା ଦୀପକୁ ଦେଖିଣ ଭ୍ରମିଭ୍ରମି ପଡ଼େ ନର, କବୀର କହଇ ଗୁରୁ ଧ୍ୟାନ କରି ଶୀଘ୍ର ଏଥିରୁ ଉଦ୍ଧର
ಸಮಾನಾರ್ಥಕ : ପ୍ରପଞ୍ଚ, ଭବବିଳାସ, ଭବମାୟା, ମାୟା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
कोई ऐसा कार्य या बात जो वास्तविक या सत्य न रहने पर भी सत्य और ठीक जान पड़े।
ಅರ್ಥ : ବିଦ୍ୟାର ଅଭାବ
ಉದಾಹರಣೆ : ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ
ಸಮಾನಾರ್ಥಕ : ଅଜ୍ଞାତା, ଅଜ୍ଞାନତା, ଜ୍ଞାନହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
विद्या का अभाव।
The lack of knowledge or education.
ಸ್ಥಾಪನೆ