ಅರ್ಥ : ପ୍ରିୟ ବ୍ୟକ୍ତିର ମୃତ୍ୟୁ କିମ୍ବା ବିୟୋଗ କାରଣରେ ମନରେ ହେଉଥିବା ପରମ କଷ୍ଟ
ಉದಾಹರಣೆ :
ରାମଙ୍କର ବନଗମନରେ ସମ୍ପୂର୍ଣ୍ଣ ଅଯୋଧ୍ୟାନଗରୀ ଦୁଃଖରେ ବୁଡ଼ିଗଲା ତାଙ୍କ ମୃତ୍ୟୁରେ ସବୁ ଗଣ୍ୟମାନ୍ୟ ଲୋକମାନେ ଦୁଃଖ ବ୍ୟକ୍ତ କରିଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
An emotion of great sadness associated with loss or bereavement.
He tried to express his sorrow at her loss.ಅರ್ಥ : ମନ ଶରୀରର ଏପରି ଥକାପଣ ଓ ଶିଥିଳତା ଯୋଗୁଁ କିଛି କରିବାକୁ ମନ ଚାହେଁ ନାହିଁ
ಉದಾಹರಣೆ :
ଯୋଗାସନରେ ଅବସାଦରୁ ଲାଭ ମିଳେ
ಇತರ ಭಾಷೆಗಳಿಗೆ ಅನುವಾದ :
मन या शरीर की ऐसी थकावट या शिथिलता जिसमें कुछ भी करने को जी न चाहे।
अवसाद में योगासन से लाभ होता है।ಅರ್ಥ : ଉତ୍ସାହ ନ ହେବା ଅବସ୍ଥା ବା ଭାବ
ಉದಾಹರಣೆ :
ଉତ୍ସାହହୀନତା କାରଣରୁ ମୁଁ ଏହି କାମ କରିପାରିଲି ନାହିଁ
ಸಮಾನಾರ್ಥಕ : ଅବସନ୍ନତା, ଉତ୍ସାହହୀନତା, ଉଲ୍ଲାସହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
उत्साह न होने की अवस्था या भाव।
उत्साहहीनता के कारण मैं यह काम नहीं कर सका।