ಅರ್ಥ : ତନ୍ଦ୍ରା ବା ଢୁଳ କାରଣରୁ ହେଉଥିବା ଆଳସ୍ୟ
ಉದಾಹರಣೆ :
ନିଦ୍ରାବେଶଯୋଗୁଁ ସେ ଖଟ ଉପରେ ପଡ଼ି ରହିଲା
ಸಮಾನಾರ್ಥಕ : ତଂଦ୍ରାଳସ୍ୟ, ତନ୍ଦ୍ରାଳସ୍ୟ, ନିଦ୍ରାବେଶ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉତ୍ସାହ ନ ହେବା ଅବସ୍ଥା ବା ଭାବ
ಉದಾಹರಣೆ :
ଉତ୍ସାହହୀନତା କାରଣରୁ ମୁଁ ଏହି କାମ କରିପାରିଲି ନାହିଁ
ಸಮಾನಾರ್ಥಕ : ଅବସାଦ, ଉତ୍ସାହହୀନତା, ଉଲ୍ଲାସହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
उत्साह न होने की अवस्था या भाव।
उत्साहहीनता के कारण मैं यह काम नहीं कर सका।