ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ନିଜ ଭୁଲ୍ ଅନୁଭୂତ ହେଲାପରେ ମନକୁ ଆସୁଥିବା ଖେଦ ବା ଗ୍ଲାନି
ಉದಾಹರಣೆ : ମୋର ଅବଶୋଷ ହେଲା ଯେ ମୁଁ ବାପାଙ୍କ କଥା ମାନିଲି ନାହିଁ ସେ ନିଜ କର୍ମପାଇଁ ପଶ୍ଚାତାପ କରିବା ଉଚିତ୍
ಸಮಾನಾರ್ಥಕ : ଅନୁତାପ, ଅନୁଶୋଚନା, ପଶ୍ଚାତାପ, ମନସ୍ତାପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
अपनी गलती का एहसास होने पर मन में होने वाला दुःख।
A feeling of deep regret (usually for some misdeed).
ಅರ್ಥ : କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ
ಉದಾಹರಣೆ : ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍ ସମୟରେ କରିପାରିଲି ନାହିଁ
ಸಮಾನಾರ್ಥಕ : ଅନୁତାପ, କ୍ଷୋଭ, ଖେଦ, ଗ୍ଲାନି, ଦୁଃଖ
किसी उचित, आवश्यक या प्रिय बात के न होने पर मन में होनेवाला दुख।
ಸ್ಥಾಪನೆ