ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ବସ୍ତୁର ଗାଢ଼ା ରସାଳିଆ ରୂପ
ಉದಾಹರಣೆ : ସେ କାନ୍ଥ ଉପରେ ମାଟିର ଲେପ ଦେଉଛି
ಸಮಾನಾರ್ಥಕ : ପେଷ୍ଟ୍, ଲେପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी वस्तु का गाढ़ा लसीला रूप।
Any mixture of a soft and malleable consistency.
ಅರ್ಥ : ଯେଉଁ ମିଠା ଓ ଗାଢ଼ା ଔଷଧକୁ ଚଟା ଯାଏ
ಉದಾಹರಣೆ : ଏହା ଡାବର କମ୍ପାନୀର ଅବଲେହ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह मीठी और गाढ़ी औषध जो चाटी जाती है।
ಅರ್ಥ : ଫଳ ଆଦିର ଯେଉଁ ଶସ ଏବଂ ରସକୁ ରାନ୍ଧି ଗାଢ଼ା କରି ଦିଆଯାଇଛି
ಉದಾಹರಣೆ : ପିଜୁଳି ଜେଲୀ ସ୍ୱାସ୍ଥ୍ୟ ବର୍ଦ୍ଧକ
ಸಮಾನಾರ್ಥಕ : ଜେଲୀ
फलों आदि का वह गूदा और रस जो पकाकर गाढ़ा कर लिया गया हो।
A preserve made of the jelled juice of fruit.
ಸ್ಥಾಪನೆ