ಅರ್ಥ : ସ୍ତ୍ରୀମାନେ ରହୁଥିବା ଘରର ସେହି ଭିତର ଭାଗ
ಉದಾಹರಣೆ :
ଚାକରାଣୀ ଅନ୍ତଃପୁର ସଫାକରୁଛି
ಸಮಾನಾರ್ಥಕ : ଅନ୍ତଃପୁର, ଅନ୍ଦର ମହଲ, ଭିତର ଆଡ଼, ଭିତର ସାଲା, ଭିତରପୁର, ଭିତିରି ଖଞ୍ଜା, ଭିତିରି ମହଲ, ହାରେମ୍
ಇತರ ಭಾಷೆಗಳಿಗೆ ಅನುವಾದ :
घर का वह भीतरी भाग जिसमें स्त्रियाँ रहती हैं।
नौकरानी जनानखाने की सफाई कर रही है।ಅರ್ಥ : କୌଣସି ଅଧିକାରୀଙ୍କଠାରୁ ନିଜ ସର୍ତ୍ତ ମନେଇବାପାଇଁ ସବୁ କର୍ମଚାରୀ ଓ ବିଦ୍ୟାର୍ଥୀଙ୍କଦ୍ୱାରା ଘେରଉ କରିବା କ୍ରିୟା
ಉದಾಹರಣೆ :
ନିଜ ସମସ୍ୟାଗୁଡ଼ିକୁ ନେଇ ଛାତ୍ରମାନେ ଅଧ୍ୟକ୍ଷଙ୍କୁ ଘେରାଉ କଲେ
ಇತರ ಭಾಷೆಗಳಿಗೆ ಅನುವಾದ :
किसी अधिकारी से अपनी बात मनवाने के लिए कर्मचारियों, विद्यार्थियों आदि के द्वारा उसे घेरने की क्रिया।
अपनी समस्याओं को लेकर छात्रों ने प्रधानाचार्य का घेराव किया।ಅರ್ಥ : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ಉದಾಹರಣೆ :
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ಸಮಾನಾರ್ಥಕ : ନିରୋଧ, ବନ୍ଦ, ବାଧା, ବିରୋଧ
ಇತರ ಭಾಷೆಗಳಿಗೆ ಅನುವಾದ :
Any structure that makes progress difficult.
impediment, impedimenta, obstructer, obstruction, obstructor