ಅರ್ಥ : ଯାହାକୁ ପ୍ରାପ୍ତ କରାଯାଇନାହିଁ
ಉದಾಹರಣೆ :
ଅପ୍ରାପ୍ତ ଯୌବନ ବ୍ୟକ୍ତିଙ୍କ ବିବାହ ହେବା ଅନୁଚିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ପ୍ରାପ୍ତ ହୋଇନାହିଁ
ಉದಾಹರಣೆ :
ପରିଶ୍ରମୀ ବ୍ୟକ୍ତି ନିମନ୍ତେ ଦୁନିଆରେ କିଛି ବି ଅପ୍ରାପ୍ତ ନୁହେଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ପ୍ରାପ୍ତ ହୋଇପାରେ ନାହିଁ ଅଥବା ଯାହାକୁ ପ୍ରାପ୍ତ କରିବା ଉଚିତ ନୁହେଁ
ಉದಾಹರಣೆ :
ସେ ଜୀବନତମାମ ଅପ୍ରାପ୍ତ ବସ୍ତୁଗୁଡିକ ପଛରେ ଧାଇଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
जो प्राप्त न हो सके अथवा जिसे प्राप्त करना उचित न हो।
वह जीवनभर अवेद्य वस्तुओं के पीछे भागता रहा।