ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅପାର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅପାର   ବିଶେଷ୍ୟ

ಅರ್ಥ : ସାଂଖ୍ୟ ଶାସ୍ତ୍ର ଅନୁସାରେ ଧନ ଉପାର୍ଜନର ପରିଶ୍ରମ ଓ ନିନ୍ଦାରୁ ଅବ୍ୟାହତି ଯୋଗୁଁ ହିଁ ଯେଉଁ ପ୍ରସନ୍ନତା ପ୍ରାପ୍ତ ହୋଇଥାଏ

ಉದಾಹರಣೆ : ଲକ୍ଷ ପ୍ରଯତ୍ନ ବି ତାଙ୍କୁ ଅପାର ପ୍ରଦାନ କରି ନପାରେ


ಇತರ ಭಾಷೆಗಳಿಗೆ ಅನುವಾದ :

सांख्यशास्त्रानुसार वह तुष्टि जो धनोपार्जन के परिश्रम और निंदा से छुटकारा पाने पर होती है।

लक्ष प्रयत्न भी उन्हें अपार प्रदान न कर सके।
अपार

ଅପାର   ବିଶେଷଣ

ಅರ್ಥ : ଯାହାକୁ ପାରି ହୋଇ ଯାଇ ହୁଏ ନାହିଁ

ಉದಾಹರಣೆ : ମୋହନ ଅପାରଗମ୍ୟ ପର୍ବତକୁ ପାର କରିବାକୁ ଚେଷ୍ଟା କରୁଛି

ಸಮಾನಾರ್ಥಕ : ଅଗମ୍ୟ, ଅପାରଗମ୍ୟ, ଦୁସ୍ତର


ಇತರ ಭಾಷೆಗಳಿಗೆ ಅನುವಾದ :

जिसके पार न जाया जा सके।

मोहन अपारगम्य पर्वत को पार करने की कोशिश कर रहा है।
अगम, अगम्य, अपारगम्य, दुष्पार्य, दुस्तर

Incapable of being passed.

impassable, unpassable

ಅರ್ಥ : ଯାହାର ସୀମା ନାହିଁ

ಉದಾಹರಣೆ : ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ

ಸಮಾನಾರ್ಥಕ : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅମାପ, ଅମୀତ, ଅସୀମ, ଅସୀମିତ, ସୀମାହୀନ


ಇತರ ಭಾಷೆಗಳಿಗೆ ಅನುವಾದ :

Seemingly boundless in amount, number, degree, or especially extent.

Unbounded enthusiasm.
Children with boundless energy.
A limitless supply of money.
boundless, limitless, unbounded

ಅರ್ಥ : ଯାହାର ପ୍ରତିକାର ହୋଇପାରିବ ନାହିଁ ବା ବଦଳା ଯାଇପାରିବ ନାହିଁ

ಉದಾಹರಣೆ : ଆମେ ଈଶ୍ୱରଙ୍କ ଅପାର କୃପାପାଇଁ ଋଣୀ

ಸಮಾನಾರ್ಥಕ : ଅପ୍ରତିକାର, ଅସୀମ


ಇತರ ಭಾಷೆಗಳಿಗೆ ಅನುವಾದ :

जिसका प्रतिकार न हो सके या जिसका बदला न दिया जा सके।

हम ईश्वर की अप्रतिकार कृपा के ऋणी हैं।
अप्रतिकार

ಅರ್ಥ : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ

ಉದಾಹರಣೆ : ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ

ಸಮಾನಾರ್ಥಕ : ଅଗାଧ, ଅଥଳ, ଅସୀମ


ಇತರ ಭಾಷೆಗಳಿಗೆ ಅನುವಾದ :

जिसकी गहराई या थाह का पता न चले।

अथाह सागर में कई अनमोल रत्न छिपे हैं।
पंडित सुनील का ज्ञान अथाह है।
अगाध, अगाध्य, अगाह, अथाह, अनवगाह, अनवगाह्य, अपार, अवगाह, गहन