ಅರ್ಥ : ପାଠ ସହିତ ସମ୍ବନ୍ଧ ନ ରଖିଥିବା ଲୋକ
ಉದಾಹರಣೆ :
ସେ ତାର ଅପାଠୁଆ ସ୍ବାମୀକୁ ଛାଡି ଚାଲିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯିଏ ଶିକ୍ଷିତ ନୁହେଁ ବା ଲେଖିପଢ଼ି ଜାଣିନାହିଁ
ಉದಾಹರಣೆ :
ମୁଁ ସେହି ଗାଁର ନିବାସୀ ଯେଉଁଠାରେ ଅଧିକାଂଶ ଲୋକ ଅଶିକ୍ଷିତ ଅଶିକ୍ଷା ଦୂର କରିବାପାଇଁ ସରକାର ଅଶିକ୍ଷିତ ବ୍ୟକ୍ତିମାନଙ୍କୁ ଶିକ୍ଷିତ କରିବା ନିମନ୍ତେ ପ୍ରୟାସ କରୁଛନ୍ତି
ಸಮಾನಾರ್ಥಕ : ଅପଢ଼ୁଆ, ଅଶିକ୍ଷିତ, ନିରକ୍ଷର
ಇತರ ಭಾಷೆಗಳಿಗೆ ಅನುವಾದ :
Lacking in schooling.
Untaught people whose verbal skills are grossly deficient.