ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ବ୍ୟକ୍ତିର କୌଣସି ବିଶେଷ କ୍ଷେତ୍ରରେ ଜ୍ଞାନ, ଅନୁଭବ ଆଦି କମ ଥାଏ
ಉದಾಹರಣೆ : ବିଜ୍ଞାନ କ୍ଷେତ୍ରରେ ଆଜି ବି ଆପଣ ଅନଭିଜ୍ଞ
ಸಮಾನಾರ್ಥಕ : ଅନଭିଜ୍ଞ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह व्यक्ति जिसे किसी विशेष क्षेत्र में ज्ञान, अनुभव आदि की कमी हो।
ಅರ್ಥ : ଯାହା କମ୍ ପାଚିଛି
ಉದಾಹರಣೆ : ରାମ ଦରପାଚିଲା ଆମ୍ବ ଖାଉଛି
ಸಮಾನಾರ್ಥಕ : ଅଧାକଞ୍ଚା, ଅଧାପାଚିଲା, ଦରପାଚିଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो कम पका हुआ हो।
Insufficiently cooked.
ಅರ್ಥ : ଯାହା ପାଚି ନାହିଁ
ಉದಾಹರಣೆ : ଶ୍ୟାମ କଞ୍ଚାଫଳ ଖାଉଛି
ಸಮಾನಾರ್ಥಕ : ଅପକ୍ୱ, କଞ୍ଚା
जो पका हुआ न हो।
ಅರ್ಥ : ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ
ಉದಾಹರಣೆ : ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା
ಸಮಾನಾರ್ಥಕ : ଅଧାସିଝା, ଅପକ୍ୱ, କଞ୍ଚା, ଦରସିଝା
जो आँच पर पकाने के बाद भी ठीक से न पका या गला हो।
ಅರ್ಥ : ଯାହା ସମ୍ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ
ಉದಾಹರಣೆ : ଅପରିପକ୍ୱ ବ୍ୟକ୍ତି, ପରିପକ୍ୱ ବ୍ୟକ୍ତି ଉପରେ ନିର୍ଭର କରେ
जो पूरी तरह से विकसित न हो।
Being in the earliest stages of development.
ಸ್ಥಾಪನೆ