ಅರ್ಥ : କାହା ସହିତ ଜଣାଶୁଣା ନହେବା ଅବସ୍ଥା
ಉದಾಹರಣೆ :
ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ବ୍ୟକ୍ତି ପରିଚିତ ନୁହେଁ
ಉದಾಹರಣೆ :
ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ
ಸಮಾನಾರ್ಥಕ : ଅଜଣା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଜ୍ଞାତ ବା ଜଣା ନୁହେଁ
ಉದಾಹರಣೆ :
ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯିଏ ପରିଚିତ ନୁହେଁ
ಉದಾಹರಣೆ :
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
ಇತರ ಭಾಷೆಗಳಿಗೆ ಅನುವಾದ :
Unaware because of a lack of relevant information or knowledge.
He was completely ignorant of the circumstances.