ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅପରିଗ୍ରହ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅପରିଗ୍ରହ   ବିଶେଷ୍ୟ

ಅರ್ಥ : ସାଧନାରେ ଯମର ଏକ ଭେଦ

ಉದಾಹರಣೆ : ଅପରିଗ୍ରହ ବିନା ସାଧନା ଫଳବତୀ ହୋଇପାରେ ନାହିଁ


ಇತರ ಭಾಷೆಗಳಿಗೆ ಅನುವಾದ :

साधना में यम का एक भेद।

अपरिग्रह के बिना साधना फलित नहीं हो सकेगी।
अपरिग्रह

ಅರ್ಥ : ଦାନ ନ ନେବାର ପ୍ରକ୍ରିୟା

ಉದಾಹರಣೆ : ଅପରିଗ୍ରହ ମନୁଷ୍ୟକୁ ସ୍ୱାବଲମ୍ବୀ କରାଏ


ಇತರ ಭಾಷೆಗಳಿಗೆ ಅನುವಾದ :

दान न लेने की क्रिया।

अपरिग्रह मनुष्य को स्वावलंबी बनाता है।
अपरिग्रह

ಅರ್ಥ : କୌଣସି ବସ୍ତୁକୁ ଗ୍ରହଣ ନ କରିବା ବା ଦାନ ନ ନେବାର ପ୍ରକ୍ରିୟା

ಉದಾಹರಣೆ : ଅପ୍ରତିଗ୍ରହଣ ତା ଜୀବନ ଶୈଳୀର ଏକ ଅଙ୍ଗ ଥିଲା

ಸಮಾನಾರ್ಥಕ : ଅପ୍ରତିଗ୍ରହଣ


ಇತರ ಭಾಷೆಗಳಿಗೆ ಅನುವಾದ :

किसी वस्तु को ग्रहण न करने या दान न लेने की क्रिया।

अप्रतिग्रहण उसके जीवन-शैली का एक अंग था।
अप्रतिग्रहण

ಅರ್ಥ : ଶରୀରର ଆବଶ୍ୟକତାଠାରୁ ଅଧିକ ଧନର ପରିତ୍ୟାଗ

ಉದಾಹರಣೆ : ସେ ଅପରିଗ୍ରହ ପରେ ଆଶ୍ରମରେ ରହିବାକୁ ଲାଗିଲେ


ಇತರ ಭಾಷೆಗಳಿಗೆ ಅನುವಾದ :

शरीर की आवश्यकता से अधिक धन का परित्याग।

वे अपरिग्रह के बाद आश्रम में रहने लगे हैं।
अपरिग्रह

ಅರ್ಥ : ଜୈନ ଶାସ୍ତ୍ର ଅନୁସାରେ ମୋହ ପରିତ୍ୟାଗ

ಉದಾಹರಣೆ : ଅପରିଗ୍ରହ ବିନା ସାଂସାରିକ ଦୁଃଖ ଗୁଡ଼ିକର ଶେଷ ହୁଏ ନାହିଁ


ಇತರ ಭಾಷೆಗಳಿಗೆ ಅನುವಾದ :

जैनशास्त्रानुसार मोह का परित्याग।

अपरिग्रह के बिना सांसारिक दुखों का अंत नहीं होता है।
अपरिग्रह