ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଖରାପ ବସ୍ତୁର ସଂସର୍ଗ
ಉದಾಹರಣೆ : ଛୁଆଁରୁ ଦୂରେଇ ରହିବା ଉଚିତ
ಸಮಾನಾರ್ಥಕ : ଛୁଆଁ, ଛୁତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
गंदी वस्तु का संसर्ग।
ಅರ್ಥ : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
ಉದಾಹರಣೆ : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
ಸಮಾನಾರ್ಥಕ : ଅଶୁଦ୍ଧ, ଅଶୌଚ, ଅସୂଚି, ଦୂଷିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो धर्मानुसार पवित्र न हो।
Not holy because unconsecrated or impure or defiled.
ಅರ್ಥ : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
ಉದಾಹರಣೆ : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
ಸಮಾನಾರ್ಥಕ : ଅଶୁଚି, ଅଶୁଦ୍ଧ, ଅଶୌଚ
ಸ್ಥಾಪನೆ