ಅರ್ಥ : ଏହି କୁଷ୍ଠ ଯେଉଁଥିରେ ଅଙ୍ଗ ଖଣ୍ଡ ଖଣ୍ଡ ହୋଇ ଝଡ଼ି ପଡ଼େ
ಉದಾಹರಣೆ :
ଚିକିତ୍ସକ ଗଳିତକୁଷ୍ଠରେ ପୀଡ଼ିତ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିଦେଲେ
ಸಮಾನಾರ್ಥಕ : ଗଳିତ ମହାବ୍ୟାଧି, ଗଳିତକୁଷ୍ଠ, ଗଳିତକୋଢ଼, ବଡ଼ରୋଗ
ಇತರ ಭಾಷೆಗಳಿಗೆ ಅನುವಾದ :
वह कोढ़ जिसमें अंग गलगल कर गिरने लगते हैं।
चिकित्सक ने गलितकुष्ट से पीड़ित रोगी को अस्पताल में भर्ती कर लिया।