ಅರ್ಥ : ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା
ಉದಾಹರಣೆ :
କଲମ୍ବସ୍ ଆମେରିକା ଆବିଷ୍କାର କରିଥିଲେ
ಸಮಾನಾರ್ಥಕ : ଆବିଷ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଷୟ ସମ୍ବନ୍ଧୀୟ ତଥ୍ୟ ବାବଦରେ ପରୀକ୍ଷଣ କରିବାର କାମ
ಉದಾಹರಣೆ :
ତହସିଲଦାର ଗାଁକୁ ତଦନ୍ତ କରିବାପାଇଁ ଆସୁଛନ୍ତି ଗଭୀର ଅନୁସଂଧାନ ପରେ ଆମେ ଏହି ନିଷ୍ପତ୍ତିରେ ପହଞ୍ଚିଛୁ
ಸಮಾನಾರ್ಥಕ : ଅନୁସଂଧାନ, ତଥ୍ୟାନ୍ୱେଷଣ, ତଦନ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
किसी विषय से संबंधित तथ्यों के बारे में छानबीन करने का काम।
तहसीलदार गाँवों की जाँच-पड़ताल करने आ रहे हैं।