ಅರ್ಥ : ଧର୍ମଗ୍ରନ୍ଥରେ ସ୍ୱୀକାର କରାଯାଇଥିବା ସର୍ବୋଚ୍ଚ ସତ୍ତା ଯେ ସୃଷ୍ଟିର ଅଧିକାରୀ
ಉದಾಹರಣೆ :
ଇଶ୍ୱର ସର୍ବବ୍ୟାପୀ ଇଶ୍ୱର ଆମ ସମସ୍ତଙ୍କ ରକ୍ଷକ
ಸಮಾನಾರ್ಥಕ : ଆଦିକର୍ତ୍ତା, ଆଦିକାରଣ, ଇଶ, ଈଶ୍ୱର, ବିଭୁ, ଭଗବାନ, ଭବଧାରଣ, ସମସ୍ତଙ୍କ ରକ୍ଷକ, ସର୍ବବ୍ୟାପୀ, ସର୍ବରକ୍ଷକ
ಇತರ ಭಾಷೆಗಳಿಗೆ ಅನುವಾದ :
धर्मग्रंथों द्वारा मान्य वह सर्वोच्च सत्ता जिसे सृष्टि का स्वामी माना जाता है।
ईश्वर सर्वव्यापी है।The supernatural being conceived as the perfect and omnipotent and omniscient originator and ruler of the universe. The object of worship in monotheistic religions.
god, supreme beingಅರ್ಥ : ସମସ୍ତଙ୍କ ମନରେ ରହିଥିବା ଏବଂ ସମସ୍ତଙ୍କ ମନର କଥା ଜାଣୁଥିବା
ಉದಾಹರಣೆ :
ଈଶ୍ୱର ଅନ୍ତର୍ଯ୍ୟାମୀ
ಸಮಾನಾರ್ಥಕ : ଅନ୍ତରଜ୍ଞ, ଅନ୍ତରଜ୍ଞାତା
ಇತರ ಭಾಷೆಗಳಿಗೆ ಅನುವಾದ :
सबके मन में रहने और सबके मन की बात जानने वाला (ईश्वर, सिद्ध पुरुष आदि के लिए प्रयुक्त)।
ईश्वर अंतर्यामी हैं।