ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅନ୍ତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅନ୍ତ   ବିଶେଷ୍ୟ

ಅರ್ಥ : ସମାପ୍ତ ହେବା କ୍ରିୟା ବା ଭାବ

ಉದಾಹರಣೆ : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

ಸಮಾನಾರ್ಥಕ : ଅବସାନ, ଇତି, ଇତିଶ୍ରୀ, ଉପସଂହାର, ପରିଶେଷ, ସମାପ୍ତି


ಇತರ ಭಾಷೆಗಳಿಗೆ ಅನುವಾದ :

The act of ending something.

The termination of the agreement.
conclusion, ending, termination

ಅರ್ಥ : ସଂସାରର ପ୍ରକୃତିରେ ଲୀନ ହୋଇ ଧ୍ୱଂସ ହେବା କ୍ରିୟା ଯାହା ଦୀର୍ଘ ଦିନ ପରେ ହୁଏ ଏବଂ ଯାହାପରେ ପୁଣି ନୂଆ ସୃଷ୍ଟି ହୁଏ

ಉದಾಹರಣೆ : ସବୁ ଧର୍ମରେ ଏହା ବିଚାରକରାଯାଏ ଯେ ପ୍ରଳୟ ଦିନ ଏହି ସୃଷ୍ଟି ଶେଷ ହୋଇଯିବ

ಸಮಾನಾರ್ಥಕ : ପ୍ରଳୟ, ବିନାଶ, ମହାଧ୍ୱଂସ, ଯୁଗାନ୍ତ, ଯୁଗାନ୍ତକମହାପ୍ରଳୟ


ಇತರ ಭಾಷೆಗಳಿಗೆ ಅನುವಾದ :

संसार की प्रकृति में लीन होकर मिट जाने की क्रिया जो बहुत दिनों पर होती है और जिसके बाद फिर नई सृष्टि होती है।

सभी धर्मों में ऐसा माना जाता है कि प्रलय के दिन इस सृष्टि का अंत हो जाएगा।
अंत, अन्त, अभव, कयामत, जगद्विनाश, जहानक, प्रलय, महालय, युगांत, युगांतक, युगान्त, युगान्तक, लय, विनाश, विश्वक्षय

A sudden violent change in the earth's surface.

cataclysm, catastrophe

ಅರ್ಥ : କୌଣସି ବସ୍ତୁଆଦିର ସମାପ୍ତ ହେବା ଅବସ୍ଥା ବା ଭାବ

ಉದಾಹರಣೆ : କଳିଯୁଗର ଅନ୍ତ ନିଶ୍ଚିତ

ಸಮಾನಾರ್ಥಕ : ଅବସାନ, ଇତି, ଉପସଂହାର, ଶେଷ, ସମାପ୍ତି

ಅರ್ಥ : ଆନନ୍ଦ, ଦୁଃଖ ଆଦିର ପରିସୀମା

ಉದಾಹರಣೆ : ଏହି ଖବର ଶୁଣିକରି ତାର ଖୁସୀର ସୀମା ରହିଲାନାହିଁ

ಸಮಾನಾರ್ಥಕ : ସୀମା


ಇತರ ಭಾಷೆಗಳಿಗೆ ಅನುವಾದ :

आनंद, दुःख आदि की परिसीमा।

यह खबर सुनकर उसकी खुशी का पारावार नहीं रहा।
अंत, पारावार, सीमा, हद, हद्द

ಅರ್ಥ : କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି

ಉದಾಹರಣೆ : ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ

ಸಮಾನಾರ್ಥಕ : ଅବଧ୍ୱଂସ, ଧ୍ୱଂସ, ନାଶ, ବିଧ୍ୱଂସ, ବିନାଶ, ବିଲୋପ, ଲୋପ, ସଂହାର


ಇತರ ಭಾಷೆಗಳಿಗೆ ಅನುವಾದ :

An event (or the result of an event) that completely destroys something.

demolition, destruction, wipeout

ಅರ್ಥ : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ

ಉದಾಹರಣೆ : ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ

ಸಮಾನಾರ್ಥಕ : ଅନ୍ତିମ ଭାଗ, ଇତି, ଉପସଂହାର, ଶେଷଭାଗ


ಇತರ ಭಾಷೆಗಳಿಗೆ ಅನುವಾದ :

किसी घटना आदि का निष्पादनीय या अंतिम भाग।

इस पुस्तक का अंत पढ़ने के बाद ही आप किसी निष्कर्ष पर पहुँचेंगे।
अंत, अन्त, उपसंहार

ଅନ୍ତ   ବିଶେଷଣ

ಅರ್ಥ : ଯାହା ସମସ୍ତଙ୍କ ପରେ

ಉದಾಹರಣೆ : ଗାଁର ଶେଷସୀମାରେ ଏକ ମନ୍ଦିର ଅଛି

ಸಮಾನಾರ್ಥಕ : ଅନ୍ତିମ, ଶେଷ


ಇತರ ಭಾಷೆಗಳಿಗೆ ಅನುವಾದ :

जो सबसे बाद का हो।

गाँव के अंतिम छोर पर एक मंदिर है।
अंतिम, अंत्य, अन्तिम, अन्त्य, अवम, आखरी, आख़री, आख़िर, आख़िरी, आखिर, आखिरी, चरम, फाइनल, समाप्तिक

Coming after all others in time or space or degree or being the only one remaining.

The last time I saw Paris.
The last day of the month.
Had the last word.
Waited until the last minute.
He raised his voice in a last supreme call.
The last game of the season.
Down to his last nickel.
last