ಅರ್ಥ : ଅତି ଧ୍ୟାନର ସହ ଦେଖିବାର ପ୍ରକ୍ରିୟା
ಉದಾಹರಣೆ :
ବିଦ୍ୟାର୍ଥୀ ପ୍ରୟୋଗଶାଳାରେ ଅନୁସନ୍ଧାନ କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
The act of noticing or paying attention.
He escaped the notice of the police.ಅರ್ಥ : ହଜିଯାଇଥିବା ବା ଲୁଚି ରହିଥିବା ବସ୍ତୁକୁ ପାଇବାପାଇଁ କାହାରି ଶରୀର ବା ଘର ଆଦି ପରୀକ୍ଷା କରିବା
ಉದಾಹರಣೆ :
ଉଡ଼ାଜାହାଜରେ ଚଢ଼ିବାପୂର୍ବରୁ ଲୋକମାନଙ୍କୁ ଯାଞ୍ଚ କରାଯାଏ
ಸಮಾನಾರ್ಥಕ : ତନଖି, ତଲାସ, ପରଖ, ଯାଞ୍ଚ
ಇತರ ಭಾಷೆಗಳಿಗೆ ಅನುವಾದ :
खोई या छिपाई हुई वस्तु को पाने के लिए किसी के शरीर या घर आदि की जाँच-पड़ताल।
हवाई यात्रा करने से पूर्व लोगों की तलाशी ली जाती है।