ಅರ್ಥ : ରାଜ୍ୟ କାର୍ଯ୍ୟର ପ୍ରବନ୍ଧ ଓ ସଞ୍ଚାଳନ
ಉದಾಹರಣೆ :
ଆଜିକାଲି ଦେଶର ଶାସନ ଭ୍ରଷ୍ଟାଚାରିଙ୍କ ହାତରେ ରହିଛି
ಸಮಾನಾರ್ಥಕ : ପ୍ରଶାସନ, ଶାସନ, ଶାସନବ୍ୟବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
राज्य के कार्यों का प्रबंध और संचालन।
आजकल देश का शासन भ्रष्टाचारियों के हाथ में है।ಅರ್ಥ : ମହାଭାରତର ଗୋଟିଏ ପର୍ବ
ಉದಾಹರಣೆ :
ଆଜି କଥାକାର ଅନୁଶାସନ ପର୍ବର ବ୍ୟାଖ୍ୟା କରିବାକୁ ଯାଉଛନ୍ତି
ಸಮಾನಾರ್ಥಕ : ଅନୁଶାସନ ପର୍ବ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସେହି ନିୟମ ଯାହା କୌଣସି ସଂସ୍ଥା ବା ଗୋଷ୍ଠୀର ସଦସ୍ୟମାନଙ୍କୁ ନିୟମ ପୂର୍ବକ ଯଥାର୍ଥ ଆଚରଣ ବା କାର୍ଯ୍ୟ କରିବାକୁ ବାଧ୍ୟ କରେ
ಉದಾಹರಣೆ :
ଅନୁଶାସନ ଦେଶକୁ ମହାନ୍ କରେ
ಸಮಾನಾರ್ಥಕ : ନିୟମପାଳନ
ಇತರ ಭಾಷೆಗಳಿಗೆ ಅನುವಾದ :