ಅರ್ಥ : ଅଳ୍ପ ଉର୍ବର ଜମି
ಉದಾಹರಣೆ :
ମୋ ଭାଗରେ ଅନୁର୍ବର ଜମି ଅଧିକ ପଡିଛି
ಸಮಾನಾರ್ಥಕ : ଅନୁର୍ବର ଭୂମି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଜମିର ଉର୍ବରଶକ୍ତି କମିଯାଇଛି
ಉದಾಹರಣೆ :
କୃଷକ ଅନୁର୍ବର ଜମିରେ ଗୋବର ଖତ ପକାଉଛି
ಸಮಾನಾರ್ಥಕ : ନୀରସା ଜମି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଅନୁର୍ବର ଜମି ତିନି ବର୍ଷ ହେଲା ଚାଷ ହୋଇନାହିଁ
ಉದಾಹರಣೆ :
କୃଷକ ଟାଙ୍ଗର ଜମିକୁ ଉର୍ବର କରିବାପାଇଁ ତା ଉପରେ ଗୋବର ଖତ ପକାଉଛି
ಸಮಾನಾರ್ಥಕ : ଟାଙ୍ଗର ଜମି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଭୂମିରେ ଜୀବାଶ୍ମ ଅଧିକ ଏବଂ ଚାଷପାଇଁ ଯୋଗ୍ୟ ନୁହେଁ
ಉದಾಹರಣೆ :
ବହୁତ ଦିନ ପର୍ଯ୍ୟନ୍ତ ଚାଷ ନ କରିବାରୁ ଏହି ଜମି ଅନୁର୍ବର ହୋଇଯାଇଛି
ಸಮಾನಾರ್ಥಕ : ଉସର ଜମି, ନିକୃଷ୍ଟ ଜମି, ନିଷ୍ଫଳା ଜମି, ପତିତ ଜମି
ಇತರ ಭಾಷೆಗಳಿಗೆ ಅನುವಾದ :