ಅರ್ಥ : ଯେ ଆକାର, ପ୍ରକାର, ଗୁଣ ଆଦିରେ ଅନ୍ୟ କାହାର ସମାନ
ಉದಾಹರಣೆ :
ମୋହନ ତାର ପିତାଙ୍କର ପ୍ରତିରୂପ ଏହି ଖେଳଣାଟି ଅନ୍ୟ ଖେଳଣାର ପ୍ରତିରୂପ ଭଳି ଦିଶୁଛି
ಸಮಾನಾರ್ಥಕ : ପ୍ରତିରୂପ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନୁରୂପ ବା ରଙ୍ଗ ଆଦି ଦୃଷ୍ଟିକୋଣରୁ ଏକଭଳି ହୋଇଥିବା
ಉದಾಹರಣೆ :
ଆମକୁ ଏହି ଶାଢ଼ୀର ଗୋଟିଏ ମ୍ୟାଚିଙ୍ଗ୍ ବ୍ଲାଉଜ ବି ଦରକାର
ಸಮಾನಾರ್ಥಕ : ମ୍ୟାଚିଙ୍ଗ୍, ସାଦୃଶ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Intentionally matched.
Curtains and walls were color coordinated.ಅರ್ಥ : ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
ಉದಾಹರಣೆ :
ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
ಸಮಾನಾರ್ಥಕ : ଏକାପ୍ରକାର, ଏକାଭଳି, ତୁଲ, ତୁଲ୍ୟ, ସଦୃଶ, ସମ, ସମତୁଲ୍ୟ, ସମସରିସା, ସମାନ
ಇತರ ಭಾಷೆಗಳಿಗೆ ಅನುವಾದ :
Closely similar or comparable in kind or quality or quantity or degree.
Curtains the same color as the walls.ಅರ್ಥ : ପୂରାପୂରି ଅନୁରୂପ ବା ସମାନ
ಉದಾಹರಣೆ :
ଏହି ମୂର୍ତ୍ତିଟି ଏକ ବଡ଼ ମୂର୍ତ୍ତିର ଅନୁରୂପ
ಇತರ ಭಾಷೆಗಳಿಗೆ ಅನುವಾದ :
बिल्कुल अनुरूप या समान।
यह कृति एक बड़ी कृति की हूबहू नकल है।