ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅନୁମୋଦନ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅନୁମୋଦନ   ବିଶେଷ୍ୟ

ಅರ್ಥ : କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍‌ ବୋଲି ନିଜର ସ୍ୱୀକୃତି ଦେବା

ಉದಾಹರಣೆ : ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ

ಸಮಾನಾರ್ಥಕ : ସମର୍ଥନ


ಇತರ ಭಾಷೆಗಳಿಗೆ ಅನುವಾದ :

किसी के किए हुए काम या सामने रखे हुए सुझाव को ठीक मानकर अपनी दी हुई स्वीकृति।

हम इस प्रस्ताव का अनुमोदन करते हैं।
अनुमोदन, ताईद, समर्थन, हिमायत

The act of providing approval and support.

His vigorous backing of the conservatives got him in trouble with progressives.
backing, backup, championship, patronage

ಅರ್ಥ : କୌଣସି କଥା ବା ପରାମର୍ଶଆଦି ଉପରେ ଆନନ୍ଦ ପ୍ରକାଶ କରିବା କ୍ରିୟା ବା ଭାବ

ಉದಾಹರಣೆ : ମୋର ବକ୍ତବ୍ୟ ଉପରେ ତାଙ୍କର ଅନୁମୋଦନ ଉପରଠାଉରିଆ


ಇತರ ಭಾಷೆಗಳಿಗೆ ಅನುವಾದ :

किसी बात,सुझाव आदि पर प्रसन्नता प्रकट करने की क्रिया या भाव।

मेरे वक्तव्य पर उसकी वाहवाही दिखावटी है।
अनुमोदन, आमोदन, वाहवाही

Enthusiastic approval.

The book met with modest acclaim.
He acknowledged the plaudits of the crowd.
They gave him more eclat than he really deserved.
acclaim, acclamation, eclat, plaudit, plaudits

ಅರ್ಥ : ପ୍ରତିନିଧିମାନଙ୍କଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରି ତାହା ଚୂଡ଼ାନ୍ତ କରିବା କ୍ରିୟା

ಉದಾಹರಣೆ : ତାକୁ ଏବେ ମନ୍ତ୍ରୀଙ୍କଦ୍ୱାରା ଅନୁମୋଦନ କରାଇବାକୁ ହେବ

ಸಮಾನಾರ್ಥಕ : ଅଭିପୋଷଣ


ಇತರ ಭಾಷೆಗಳಿಗೆ ಅನುವಾದ :

प्रतिनिधियों के किए हुए कार्य की स्वीकृति प्रदान करके उसे पक्का करने की क्रिया।

अभी इसका मंत्रीजी से अभिपोषण कराना होगा।
अभिपोषण

Making something valid by formally ratifying or confirming it.

The ratification of the treaty.
Confirmation of the appointment.
confirmation, ratification