ಅರ್ಥ : କୌଣସି ବିଶେଷ କାମ କରିବାପାଇଁ ବା ନିଜ ପାଖରେ କୌଣସି ବିଶେଷ ବସ୍ତୁ ରଖିବାପାଇଁ ଶାସନଦ୍ୱାରା ପ୍ରଦତ୍ତ ଅଧିକାର ପତ୍ର
ಉದಾಹರಣೆ :
ମହେଶକୁ ଗାଡ଼ି ଚଲେଇବାପାଇଁ ଲାଇସେନ୍ସ୍ ମିଳିଯାଇଛି
ಸಮಾನಾರ್ಥಕ : ଲାଇସେନ୍ସ୍
ಇತರ ಭಾಷೆಗಳಿಗೆ ಅನುವಾದ :
कोई विशेष काम करने या अपने पास कोई विशेष वस्तु रखने का शासन द्वारा प्रदत्त अधिकार-पत्र।
महेश को गाड़ी चलाने का लाइसेंस मिल गया है।ಅರ್ಥ : ଯେଉଁ ଅଧିକାର ପତ୍ର ଅନୁସାରେ କୌଣସି ବ୍ୟକ୍ତି ବା ବସ୍ତୁ ଯେ କୌଣସି ସ୍ଥାନରୁ ବାହାରକୁ ଯାଇପାରିବ
ಉದಾಹರಣೆ :
ଜିନିଷ ବିଦେଶ ପଠେଇବା ନିମନ୍ତେ ମୋତେ ଅନୁମତିପତ୍ର ମିଳିଛି
ಇತರ ಭಾಷೆಗಳಿಗೆ ಅನುವಾದ :
वह अधिकार-पत्र जिसके अनुसार कोई व्यक्ति या वस्तु कहीं से निकलकर बाहर जा सके।
सामान विदेश भिजवाने के लिए मैंने निकासी प्राप्त कर ली है।