ಅರ್ಥ : ଯାହକୁ ଅନୁମତି ଦିଆଯାଇଛି
ಉದಾಹರಣೆ :
ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
ಸಮಾನಾರ್ಥಕ : ଅନୁଜ୍ଞାତ, ଅନୁମୋଦିତ, ସ୍ୱୀକୃତ
ಇತರ ಭಾಷೆಗಳಿಗೆ ಅನುವಾದ :
जिसकी अनुमति दी गई हो या मिल गई हो।
मैं पंचायत द्वारा स्वीकृत कार्य ही कर रहा हूँ।ಅರ್ಥ : ଯାହାପାଇଁ ସ୍ୱୀକୃତି ମିଳିଯାଇଛି
ಉದಾಹರಣೆ :
ସ୍ୱୀକୃତ ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
ಸಮಾನಾರ್ಥಕ : ଅନୁଜ୍ଞାପିତ, ସ୍ୱୀକୃତ