ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱୀକୃତି
ಉದಾಹರಣೆ : ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚିତ ନୁହେଁ
ಸಮಾನಾರ್ಥಕ : ଅନୁଜ୍ଞା, ଆଜ୍ଞା, ସ୍ୱୀକୃତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
कोई काम करने से पहले उसके संबंध में बड़ों से मिलने या ली जाने वाली स्वीकृति जो बहुत-कुछ आज्ञा के रूप में होती है।
Permission to do something.
ಅರ್ಥ : ଛୁଟି ନିମନ୍ତେ ଅନୁମତି
ಉದಾಹರಣೆ : ଘରକୁ ଯିବା ନିମନ୍ତେ ତୁମେ ପନ୍ଦର ଦିନ ପୂର୍ବରୁ ଅନୁମତି ନେବା ଆବଶ୍ୟକ
ಸಮಾನಾರ್ಥಕ : ଅନୁଜ୍ଞା, ସମ୍ମତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह दिन जिसमें काम पर से अनुपस्थित रहने की स्वीकृति मिली हो।
ಸ್ಥಾಪನೆ