ಅರ್ಥ : ଯିଏ କୌଣସି ଘଟଣା ନିଜ ଆଖିରେ ଦେଖିଛି
ಉದಾಹರಣೆ :
ଓକିଲ ନ୍ୟାୟାଳୟରେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀକୁ ବହୁତ ପଚରାପଚରି କରୁଥିଲେ
ಸಮಾನಾರ್ಥಕ : ପ୍ରତ୍ୟକ୍ଷଦର୍ଶୀ
ಇತರ ಭಾಷೆಗಳಿಗೆ ಅನುವಾದ :
जिसने कोई घटना अपनी आँखों से देखी हो।
अधिवक्ता न्यायालय में चश्मदीद गवाहों से काफ़ी पूछाताछ कर रहा था।ಅರ್ಥ : ଯିଏ ଭୋଗ କରିସାରିଛି ବା ଭୋଗକାରୀ
ಉದಾಹರಣೆ :
ଆଜିକାଲି ରେଳରେ ସଂରକ୍ଷଣ ମିଳିବା କେତେ କଷ୍ଟକର ଏହା କୌଣସି ଭୁକ୍ତଭୋଗୀ ବ୍ୟକ୍ତିହିଁ ଜାଣିପାରିବ
ಇತರ ಭಾಷೆಗಳಿಗೆ ಅನುವಾದ :
Having experience. Having knowledge or skill from observation or participation.
experienced, experientಅರ್ಥ : ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
ಉದಾಹರಣೆ :
ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
ಸಮಾನಾರ್ಥಕ : ଜଣାଶୁଣା
ಇತರ ಭಾಷೆಗಳಿಗೆ ಅನುವಾದ :
Having experience. Having knowledge or skill from observation or participation.
experienced, experientಅರ್ಥ : ଯାହାପାଖରେ ଅନୁଭବ କରିବାର ଶକ୍ତି ଥାଏ
ಉದಾಹರಣೆ :
ଶ୍ୟାମ ପିଲାଦିନରୁ ହିଁ ଅନୁଭବୀ
ಇತರ ಭಾಷೆಗಳಿಗೆ ಅನುವಾದ :