ಅರ್ಥ : ହୃଦୟଙ୍ଗମ କରିବା
ಉದಾಹರಣೆ :
ମୋତେ ବହୁତ ଥଣ୍ଡା ଲାଗୁଛି
ಸಮಾನಾರ್ಥಕ : ହୃଦୟଙ୍ଗମ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କିଛି ଅନୁଭବ କରିବା ବା ବୋଧ କରିବା
ಉದಾಹರಣೆ :
ଏହି ଦୁଇ ବର୍ଷ ଭିତରେ ମୁଁ ବହୁତ କିଛି ଅନୁଭବ କଲି
ಸಮಾನಾರ್ಥಕ : ଅଙ୍ଗେ ନିଭାଇବା, ହୃଦୟଙ୍ଗମ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी प्रकार की स्थिति में रहकर उसका अनुभव या ज्ञान प्राप्त करना अथवा उस स्थिति का भोग करना या बोध करना।
इन दो सालों में मैंने बहुत कुछ अनुभव किया है।ಅರ್ಥ : ଜ୍ଞାନେନ୍ଦ୍ରିୟଦ୍ୱାରା ଜ୍ଞାନପ୍ରାପ୍ତ କରିବା
ಉದಾಹರಣೆ :
ମୁଁ ଗରମ ଅନୁଭବ କରୁଛି
ಸಮಾನಾರ್ಥಕ : ଅନୁଭୂତ ହେବା, ଜ୍ଞାନ କରିବା, ବୋଧ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା
ಉದಾಹರಣೆ :
ଏହି ଖବର ଆପଣଙ୍କଦ୍ୱାରା ଜାଣିଲି ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି
ಸಮಾನಾರ್ಥಕ : ଅଙ୍ଗେ ନିଭେଇବା, ଉପଲବ୍ଧି କରିବା, ଜାଣିବା
ಇತರ ಭಾಷೆಗಳಿಗೆ ಅನುವಾದ :