ಅರ್ಥ : କୌଣସି ସାମାଜିକ, ଧାର୍ମିକ କାମ ପ୍ରଭୃତି ନିମନ୍ତେ ଦାନ ଅର୍ଥରେ ଲୋକମାନଙ୍କଠାରୁ ନିଆଯାଉଥିବା ଧନ ଇତ୍ୟାଦି
ಉದಾಹರಣೆ :
ସେ ମନ୍ଦିରପାଇଁ ଆଦାୟ ହୋଇଥିବା ଚାନ୍ଦାରେ ନିଜ ଘର ତିଆରିକଲା
ಸಮಾನಾರ್ಥಕ : ଚାନ୍ଦା
ಇತರ ಭಾಷೆಗಳಿಗೆ ಅನುವಾದ :
A voluntary gift (as of money or service or ideas) made to some worthwhile cause.
contribution, donationಅರ್ಥ : ରାଜ୍ୟ ଶାସନ ଆଦି ତରଫରୁ କୋଣସି ବିଶେଷ କାର୍ଯ୍ୟପାଇଁ ସହାୟତାରୂପେ ମିଳୁଥିବା ପୁଞ୍ଜି ବା ଧନ
ಉದಾಹರಣೆ :
ବନ୍ୟାଗ୍ରସ୍ତ ଅଞ୍ଚଳପାଇଁ କେନ୍ଦ୍ରସରକାର ଏକକୋଟି ଟଙ୍କା ଅନୁଦାନ ଦେଇଛନ୍ତି
ಸಮಾನಾರ್ಥಕ : ଦାନ
ಇತರ ಭಾಷೆಗಳಿಗೆ ಅನುವಾದ :
राज्य शासन आदि से किसी विशेष कार्य के लिए सहायता के रूप में मिलने वाला धन।
बाढ़ ग्रस्त इलाक़े के लिए केंद्र सरकार ने एक करोड़ रुपए का अनुदान दिया है।Any monetary aid.
grant