ಅರ್ಥ : ନିୟମାବଳୀ,ବିଧାନ, ଜ୍ଞାନ ଆଦିର କୌଣସି ଏକ ବିଶିଷ୍ଟ ଅଙ୍ଗ ଯେଉଁଥିରେ କୌଣସି ଗୋଟିଏ ବିଷୟ ଉପରେ ବିବେଚନା ହୋଇଥାଏ
ಉದಾಹರಣೆ :
ସମ୍ବିଧାନର ନବମ ଧାରାକୁ ଉପଧାରା ଚାରିରେ ପରିବର୍ତ୍ତନ କରାଯାଇପାରିବ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସାହିତ୍ୟିକ ପୁସ୍ତକ, ଆଲୋଚନାଆଦିର ପ୍ରକରଣ ଅନ୍ତର୍ଗତ ଏକ ବିଶିଷ୍ଟ ବିଭାଗ ଯେଉଁଥିରେ କୌଣସି ଗୋଟିଏ ବିଷୟ ବା ଏହାର କୌଣସି ଅଙ୍ଗର ଆଲୋଚନା ହୋଇଥାଏ
ಉದಾಹರಣೆ :
ଏହି ଅନୁଚ୍ଛେଦରେ ଭଗବାନ ରାମଙ୍କ ଜନ୍ମର ଅଦ୍ଭୁତ ବର୍ଣ୍ଣନା କରାଯାଇଛି
ಸಮಾನಾರ್ಥಕ : ପାରାଗ୍ରାଫ୍
ಇತರ ಭಾಷೆಗಳಿಗೆ ಅನುವಾದ :
किसी साहित्यिक पुस्तक,विवेचन आदि के किसी प्रकरण के अन्तर्गत वह विशिष्ट विभाग जिसमें किसी एक विषय या उसके किसी अंग का विवेचन होता है।
इस अनुच्छेद में भगवान राम के जन्म का अद्भुत वर्णन किया गया है।A self-contained part of a larger composition (written or musical).
He always turns first to the business section.ಅರ್ಥ : କୌଣସି ବିଷୟ ଉପରେ ଲେଖିକରି ପ୍ରକାଶ କରିବା ବିଚାର
ಉದಾಹರಣೆ :
ଅଶିକ୍ଷା ଉପରେ ତାଙ୍କର ଲେଖାଟିଏ ଆଜିର ଖବର କାଗଜରେ ଛପାହୋଇଛି
ಸಮಾನಾರ್ಥಕ : ଲେଖା
ಇತರ ಭಾಷೆಗಳಿಗೆ ಅನುವಾದ :