ಅರ್ಥ : ହଠ ଯୋଗ ଅନୁସାରେ ଶରୀର ଭିତରର ଷଡ଼ ଚକ୍ର ମଧ୍ୟରୁ ଗୋଟିଏ
ಉದಾಹರಣೆ :
ଅନାହତର ସ୍ଥାନ ବକ୍ଷ ସ୍ଥଳ ବୋଲି ଗ୍ରହଣ କରାଯାଇଛି
ಸಮಾನಾರ್ಥಕ : ଅନାହତ ଚକ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
हठ योग के अनुसार भीतर के छः चक्रों में से एक।
अनाहत का स्थान वक्षस्थल में माना गया है।ಅರ್ಥ : ଯାହାକୁ କ୍ଷତି ପହଞ୍ଚି ନାହିଁ ବା ଯେ ଆହତ ହୋଇନାହିଁ
ಉದಾಹರಣೆ :
ସୌଭାଗ୍ୟକ୍ରମେ କାର୍ ଦୁର୍ଘଟଣାରେ ସବୁଲୋକ ଅକ୍ଷତ ଭାବେ ବଞ୍ଚିଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :
Not wounded.
unwoundedಅರ್ಥ : ଯାହାକୁ ଆଘାତ ବା ଧକ୍କା ଲାଗି ନଥାଏ
ಉದಾಹರಣೆ :
ଗଣ୍ଡଗୋଳରେ ଜଣେ ଅନାହତ ସୈନିକ ଆହତ ଲୋକମାନଙ୍କର ସହାୟତା କରୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
Not injured physically or mentally.
uninjured