ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅନାବଶ୍ୟକ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅନାବଶ୍ୟକ   ବିଶେଷ୍ୟ

ಅರ್ಥ : ଉଦ୍ଦେଶ୍ୟର ଅଭାବ

ಉದಾಹರಣೆ : ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ

ಸಮಾನಾರ್ಥಕ : ଅକାରଣ, ଉଦ୍ଦେଶ୍ୟହୀନ, ନିରର୍ଥକ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ, ବ୍ୟର୍ଥ

ଅନାବଶ୍ୟକ   ବିଶେଷଣ

ಅರ್ಥ : ଯାହା ଆବଶ୍ୟକ ନୁହେଁ

ಉದಾಹರಣೆ : ତୁମେ ନିଜର ସମୟକୁ ଅନାବଶ୍ୟକ କାମରେ କାହିଁକି ବିତାଉଛ?

ಸಮಾನಾರ್ಥಕ : ଅଦରକାରୀ, ଅବାଞ୍ଚନୀୟ, ଫାଲ୍‌ତୁ, ମୂଲ୍ୟହୀନ


ಇತರ ಭಾಷೆಗಳಿಗೆ ಅನುವಾದ :

Not necessary.

unnecessary, unneeded

ಅರ್ಥ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ

ಉದಾಹರಣೆ : ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ

ಸಮಾನಾರ್ಥಕ : ଅକାରଣ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବେକାର, ବ୍ୟର୍ଥ


ಇತರ ಭಾಷೆಗಳಿಗೆ ಅನುವಾದ :

Having no beneficial use or incapable of functioning usefully.

A kitchen full of useless gadgets.
She is useless in an emergency.
useless

ಅರ್ಥ : ଯାହାଠାରେ ବା ଯାହାଠାରୁ ଆବଶ୍ୟକତା ନାହିଁ

ಉದಾಹರಣೆ : ଗୀତା ଅନୁସାରେ ଅନାବଶ୍ୟକ କର୍ମ କରିବା ଉଚିତ

ಸಮಾನಾರ್ಥಕ : ଅନପେକ୍ଷ


ಇತರ ಭಾಷೆಗಳಿಗೆ ಅನುವಾದ :

जिसे या जिससे अपेक्षा न हो।

गीता के अनुसार अनपेक्ष कर्म करना चाहिए।
अनपेक्ष, अपेक्षारहित