ಅರ್ಥ : ପ୍ରତ୍ୟେକ ମୁହୂର୍ତ୍ତ ବା ପ୍ରତ୍ୟେକ ସମୟ
ಉದಾಹರಣೆ :
ଆମେ ସବୁବେଳେ ସତ କହିବା
ಸಮಾನಾರ್ಥಕ : ଅନବରତ, ଅହରହ, ଅହର୍ନିଶ, ଦିନରାତି, ନିରନ୍ତର, ନିଶିଦିବସ, ସଦାବେଳେ, ସବୁବେଳେ, ସବୁସମୟରେ, ସର୍ବଦା, ହରଦମ
ಇತರ ಭಾಷೆಗಳಿಗೆ ಅನುವಾದ :
हर एक पल या हर समय।
हमें हमेशा सत्य बोलना चाहिए।