ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅଧୋଗତି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅଧୋଗତି   ବିଶେଷ୍ୟ

ಅರ್ಥ : ଅବନତି ଆଡ଼କୁ ଅଗ୍ରସର ହେବାର କ୍ରିୟା ବା ଭାବ

ಉದಾಹರಣೆ : ତାହାର ଅଧଃପତନର ସବୁଠାରୁ ମୁଖ୍ୟ କାରଣ ହେଉଛି ମଦ

ಸಮಾನಾರ್ಥಕ : ଅଧଃପତନ, ଅଧୋଗମନ, ତଳକୁତଳକୁ

ಅರ್ಥ : ପତିତ ହେବା ଅବା ପଡ଼ିଯିବାର ଅବସ୍ଥା

ಉದಾಹರಣೆ : ତାର ଅଧୋଗତିପାଇଁ ମୋତେ ଲଜ୍ଜା ଲାଗୁଛି

ಸಮಾನಾರ್ಥಕ : ନୀଚକର୍ମ, ପତିତଅବସ୍ଥା


ಇತರ ಭಾಷೆಗಳಿಗೆ ಅನುವಾದ :

पतित होने या गिर जाने की अवस्था या भाव।

उसके पतितपन पर मुझे शर्म आती है।
अयाज्यत्व, पतितपन

A failure to maintain a higher state.

backsliding, lapse, lapsing, relapse, relapsing, reversion, reverting

ଅଧୋଗତି   ବିଶେଷଣ

ಅರ್ಥ : ଯାହା କମ ହୋଇଯାଉଛି ବା ତଳକୁ ଖସି ଯାଉଛି

ಉದಾಹರಣೆ : ସେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କର ଅବନତିରେ ମୁଁ ବିଚଳିତ ହେଲି

ಸಮಾನಾರ್ಥಕ : ଅବନତି, ପତନ


ಇತರ ಭಾಷೆಗಳಿಗೆ ಅನುವಾದ :

जो कम हो रहा हो या नीचे जा रहा हो।

उन दोनों के बीच घटते अपनेपन से मैं विचलित हुआ।
कम होता हुआ, घटता, घटता हुआ

Becoming less or smaller.

decreasing