ಅರ್ಥ : କାହାର ଅଧୀନ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ସେ ଏତେ କ୍ରୋଧୀ ଯେ ତାହା ଅଧୀନରେ କାମ କରିବା ମୁସ୍କିଲ
ಇತರ ಭಾಷೆಗಳಿಗೆ ಅನುವಾದ :
The state of being subordinate to something.
subordinationಅರ್ಥ : ନିୟମିତ ରୂପେ କୌଣସି କଥାର ଅନୁସରଣ
ಉದಾಹರಣೆ :
ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
ಸಮಾನಾರ್ಥಕ : ଆୟତ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଅଧୀନରେ ରହେ
ಉದಾಹರಣೆ :
ସେହି ବ୍ୟକ୍ତି ସୁଖୀ ଯାହାର ମନ ନିଜର ବଶ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Restrained or managed or kept within certain bounds.
Controlled emotions.ಅರ್ಥ : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
ಉದಾಹರಣೆ :
ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
ಉದಾಹರಣೆ :
ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
ಸಮಾನಾರ್ಥಕ : ଅନୁଗତ, ଆୟତ୍ତ, ଶାସନାନ୍ତର୍ଗତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ କାହାରି ବଶରେ ଅଛି
ಉದಾಹರಣೆ :
ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :