ಅರ್ಥ : କୌଣସି ବସ୍ତୁ ବା ଘଟଣାର ଆବଶ୍ୟକତାରୁ ଅଧିକ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଅଧିକ ସବୁବେଳେ ମନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु या बात का आवश्यकता या औचित्य से अधिक या गम्भीर होने की अवस्था या भाव।
किसी भी चीज का अतिरेक अच्छा नहीं होता।ಅರ್ಥ : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ
ಉದಾಹರಣೆ :
ଅଧିକରୁ ରକ୍ଷାପାଇବାର ଉପାୟ ବତାନ୍ତୁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଧିକ ମାତ୍ରାରେ
ಉದಾಹರಣೆ :
ସେ ଆଜି ଖୁବ ହସିଲା
ಇತರ ಭಾಷೆಗಳಿಗೆ ಅನುವಾದ :
To a very great degree or extent.
I feel a lot better.ಅರ್ಥ : ଅଧିକ ବା ଜାଦା
ಉದಾಹರಣೆ :
ସେ ଚିନି ଦଶ କିଲୋରୁ ଅଧିକ ପରିବାବାଲା ଏକ କିଲୋ ପରିବା ଓଜନ କରିବାପରେ ଉପରେ ଆଉକିଛି ଢାଳିଦେଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଶ୍ରେଣୀ, ପ୍ରବଳତା, ମାତ୍ରା ଆଦିରେ ସାମାନ୍ୟ ବଡ଼ ହୋଇଥାଏ
ಉದಾಹರಣೆ :
ଉଚ୍ଚ ତାପମାନରେ ପାଣି
ಸಮಾನಾರ್ಥಕ : ଉଚ୍ଚ
ಇತರ ಭಾಷೆಗಳಿಗೆ ಅನುವಾದ :
Greater than normal in degree or intensity or amount.
A high temperature.ಅರ್ಥ : ଅଧିକ ଅଂଶ ସହିତ ସମ୍ବନ୍ଧିତ ବା ଅଧିକ ଅଂଶର ବା ଯାହା ଅଧିକ ମାତ୍ରାରେ ଅଛି
ಉದಾಹರಣೆ :
ଏହି କ୍ଷେତ୍ରର ଅଧିକାଂଶ ଭାଗ ଜଙ୍ଗଲ ବେଷ୍ଠିତ
ಇತರ ಭಾಷೆಗಳಿಗೆ ಅನುವಾದ :
Greater in number or size or amount.
A major portion (a majority) of the population.